ଜେମ୍ସ୍ ମୁକୁନ୍ଦ ଆପୋଲୋଜେଟିକ୍ସ ମିନିଷ୍ଟ୍ରି ( JMAM )ରେ ଆମେ ଯୁକ୍ତି, ପ୍ରମାଣ ଓ ବାଇବେଲ ଆଧାରରେ ଖ୍ରୀଷ୍ଟୀୟ ବିଶ୍ୱାସର ସତ୍ୟତାକୁ ପ୍ରମାଣ କରିବାକୁ ପ୍ରତିବଦ୍ଧ। ଆମ ଲକ୍ଷ୍ୟ ହେଉଛି ବିଶ୍ୱାସୀମାନେ ପରମେଶ୍ୱରଙ୍କର ବାକ୍ୟକୁ ଭଲ ଭାବରେ ବୁଝିପାରିବେ ଓ ଭ୍ରାନ୍ତ ଶିକ୍ଷା ପ୍ରତି ସତର୍କ ହୋଇ ନିଜ ବିଶ୍ୱାସକୁ ଆତ୍ମବିଶ୍ୱାସ ସହିତ ଅନ୍ୟମାନଙ୍କ ସହ ଅଂଶୀଦାର କରିପାରିବେ। ଆମେ ଈଶ୍ୱର, ବାଇବେଲ, ବିଜ୍ଞାନ, ନୀତିଶାସ୍ତ୍ର ଓ ଯୀଶୁ ଖ୍ରୀଷ୍ଟଙ୍କର ବିଶେଷତା ସଂପର୍କରେ ପ୍ରଶ୍ନଗୁଡିକର ଉତ୍ତର ଦେବା ପାଇଁ ପ୍ରତିବଦ୍ଧ ଏବଂ ଏହି ସମସ୍ତ ବିଷୟର ଶିକ୍ଷା, ସାଧନା ଓ ପ୍ରଶିକ୍ଷଣ ଯୋଗାଇ ଦେଉଛୁ। ଆପଣ ଜିଜ୍ଞାସୁ, ପାଳକ , ପ୍ରଚାରକ,ସନ୍ଦେହବାଦୀ କିମ୍ବା ଏକ ଦୀର୍ଘକାଳୀନ ବିଶ୍ୱାସୀ ତେବେ, ସୁସମାଚାର ମାଧ୍ୟମରେ ମିଳୁଥିବା ସତ୍ୟ ଓ ଆଶା ଦିଗରେ ଆପଣଙ୍କ ସଂଗେ ଆମେ ଯାତ୍ରା କରିବାକୁ ଚାହୁଁଛୁ ।
କିନ୍ତୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି ଆପଣା ଆପଣା ହୃଦୟରେ ପବିତ୍ର ରୂପେ ମାନ୍ୟ କର। ତୁମ୍ଭମାନଙ୍କଠାରେ ଥିବା ଭରସାର କାରଣ ସମ୍ଵନ୍ଧରେ ଯେକେହି ପ୍ରଶ୍ନ କରେ, ତାହାକୁ ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁତ ରୁହ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ଉତ୍ତର ଦିଅ,
1 ପିତର 3:15
ଧନ୍ୟବାଦ୍
No comments:
Post a Comment